ଜୋଡ଼ Joṟḍ̠a

  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ମିଳନ; ସମ୍ମିଳନ — Mixing together; union
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଯୋଡ଼ା; ଯୁଗ୍ମ; ଯୁଗଳ — A pair
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଏକତ୍ରାବସ୍ଥିତ ପୁରୁଷ ଓ ସ୍ତ୍ରୀ; ଦମ୍ପତି — Couple
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — [ଦ୍ର—ବିଶେଷତଃ ମନୁଷ୍ୟେତରପ୍ରାଣି ଦମ୍ପତି ପ୍ରତି ଏହା ପ୍ରଯୁଜ୍ୟ]
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଇତର ଜନ୍ତୁମିଥୁନଙ୍କ ସଙ୍ଗମ — Cohabitation or crossing of animals
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଏକତ୍ର ବ୍ଯବହୃତ ଧୋତି ଚାଦର; ଅଧୋବାସ ଓ ଉତ୍ତରୀୟ — A pair of cloths (upper and lower)
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଜୋଡ଼ଟିଏ ବୁଣାଗଲା ବାଦ୍ ଶାରିଆ ତାକୁ ଓଳିଏ ଯାଏ ଚଉତିଲା। ଫକୀରମୋହନ, ଛମାଣଆଠଗୁଣ୍ଠ।
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — (ଗଣିତ) ଯୋଗ; ବହୁ ସଂଖ୍ୟାର ମିଶ୍ରଣ — (mathematies) Addition
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଦୁଇଟି ପୃଥକ୍ ପଦାର୍ଥ ବା ଅଂଶକୁ ଏକତ୍ର ଯୋଗକରିବା — Uniting or joining together of two separate things or parts
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଦୁଇଟି ପଦାର୍ଥ ବା ଅଂଶଯୁକ୍ତ ହେବା ସ୍ଥାନ — A joint; the place where two things are joined together; juncture
  • ଦେ. ବି (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — (ଶାବରୀ ଭାଷା—ଜୋର୍); ବହୁଦୂରବିସ୍ତୃତ ଜଳାଶୟ — Ditch; a long narrow stretch of water
  • ପ୍ରାଦେ. (ପୁରୀ) — ପାଣିଚି ନଡ଼ିଆ ଓ ଖୁରୁଡ଼ ନଡ଼ିଆର ପରିମାଣ ବିଶେଷ — An aggregate or unit of 720 or 864 cocoanuts