ଜୋଷ Josha
- ସଂ. ବି—(ଜୁଷ୍ ଧାତୁ=ତୃପ୍ତ କରିବା; ତୃପ୍ତ ହେବା+ଭାବ. ଅ) ସ୍ୱଚ୍ଛନ୍ଦତା; ସୁଖ — Happiness; ease; enjoyment
- ସଂ. ବି—(ଜୁଷ୍ ଧାତୁ=ତୃପ୍ତ କରିବା; ତୃପ୍ତ ହେବା+ଭାବ. ଅ) ସନ୍ତୋଷ — Contenment
- ସଂ. ବି—(ଜୁଷ୍ ଧାତୁ=ତୃପ୍ତ କରିବା; ତୃପ୍ତ ହେବା+ଭାବ. ଅ) ସ୍ତୁତି; ପ୍ରଶଂସା — Praise
- ସଂ. ବି—(ଜୁଷ୍ ଧାତୁ=ତୃପ୍ତ କରିବା; ତୃପ୍ତ ହେବା+ଭାବ. ଅ) ମୌନ — Silence
- ସଂ. ବି—(ଜୁଷ୍ ଧାତୁ=ତୃପ୍ତ କରିବା; ତୃପ୍ତ ହେବା+ଭାବ. ଅ) ଲଂଘନ; ଉପବାସ — Fasting