ଜୋଷମ୍ Josham

  • ସଂ. ଅ. (ଜୁଷ୍ ଧାତୁ+କରଣ ଅମ୍) — ତୁଷ୍ଣୀଭାବରେ; ନୀରବରେ, ଚୁପ୍ ହୋଇ — 1. Silently
  • ସଂ. ଅ. (ଜୁଷ୍ ଧାତୁ+କରଣ ଅମ୍) — ସୁଖ ସ୍ୱଚ୍ଛନ୍ଦରେ — With ease
  • ସଂ. ଅ. (ଜୁଷ୍ ଧାତୁ+କରଣ ଅମ୍) — ସମ୍ପୁର୍ଣ୍ଣରୂପେ — Completely