ଜୋର Jora

  • ଗ୍ରାମ୍ୟ (ଇତର) ବି — ଜୋଡ଼; ବିସ୍ତୃତ ଜଳାଶୟ; ନୟନଜୋଡ଼ି — A long expanse of water; ditch
  • ବି — ଛୋଟ ପାଣିନାଳ — A small water-channel
  • ବି — ଛୋଟ ନଈ — Streamlet
  • ବୈଦେ. ବି; ବିଣ. (ଫା. ଜୋର୍) — ଜୋର୍ (ଦେଖ) — Jor (See)