ଜୋବରା Jobarā

  • ଦେ. ବିଣ — ମଇଳା; ମଳିଯୁକ୍ତ; ଅପରିଚ୍ଛନ୍ନ — Dirty
  • ଦେ. ବିଣ — ଅଳିଆ ଯୁକ୍ତ — Full of filth or rubbish
  • ଦେ. ବିଣ — ଅପରିଷ୍କୃତ — Uncleansed
  • ଦେ. ବିଣ — ବିବର୍ଣ୍ଣ — Pale
  • ଦେ. ବି — ମହାନଦୀର କୂଳରେ ଅବସ୍ଥିତ କଟକର ଉପକଣ୍ଠସ୍ଥ ଗ୍ରାମ ବା ନଗରାଂଶ — A part on the outskirts of town of Cuttack on the bank of Mahānadī
  • ଦେ. ବି — [ଦ୍ର—ଏହିଠାରେ ଇଂରାଜି ଗଭର୍ଣ୍ଣମେଣ୍ଟ ଗୋଟିଏ ପଥର ବନ୍ଧ — (Anicut)ଦ୍ୱାରା ମହାନଦୀର ପାଣିକୁ ଅଟକାଇ ରଖି ତହିଁରୁ ଗୁଡ଼ିଏ କୋନାଲ ବାହାର କରାଇ କଟକ ଜିଲ୍ଲାର କୃଷିକ୍ଷେତ୍ରରେ ଜଳସେଚନ ଓ ନୌଯାତ୍ରାଦିର ସୁବିଧା କରାଇ ଅଛନ୍ତି]