ଜୋତ୍ର Jotra
- ବୈଦେ. ବି. (ଫା. ଜୋତ୍) — ରୟତି ବୃତ୍ତି — Tenure; tenant's holding
- ବୈଦେ. ବି. (ଫା. ଜୋତ୍) — ଭୂସମ୍ପତ୍ତି — Landed property
- ବୈଦେ. ବି. (ଫା. ଜୋତ୍) — ସମ୍ପତ୍ତି — Property
- ବୈଦେ. ବି. (ଫା. ଜୋତ୍) — ସଙ୍ଗତି; ସଂସ୍ଥାନ — Well-to-do condition
- ବୈଦେ. ବି. (ଫା. ଜୋତ୍) — ବ୍ଯବସାୟର ପୁଞ୍ଜି; ପାଣ୍ଠି — Capital; stock
- ବୈଦେ. ବି. (ଫା. ଜୋତ୍) — ଉପାୟ — Means
- ବୈଦେ. ବି. (ଫା. ଜୋତ୍) — ସୁବିଧା; ସୁଯୋଗ — Favourable opportunity