ଜୋଟା Joṭā

  • ଦେ. ବି (ସଂ. ଜୁଟଧାତୁ) — ମିଳନ; ସଂଯୋଗ; ଜୁଟିବା — Union; meeting
  • ବିଣ — ସଂଯୁକ୍ତ; ମିଳିତ; ସଂଘଟିତ — United
  • ଦେ. ବିଣ. ପୁଂ — ଜୁଟା (ଦେଖ) — Juṭa (See)