ଜୋଛନା Jochhanā

  • ଦେ. ବି. (ସଂ. ଜ୍ୟୋସ୍ନା; ପ୍ରା. ଜୋନ୍ହା) (ପଦ୍ଯ) — ଚନ୍ଦ୍ରକିରଣ — Moon-light
  • ଦେ. ବି. (ସଂ. ଜ୍ୟୋସ୍ନା; ପ୍ରା. ଜୋନ୍ହା) (ପଦ୍ଯ) — [ଦ୍ର—ସଂସ୍କୃତ ଶବ୍ଦସ୍ଥତ୍ସର ଦେଶକ ଭାଷାରେ ଛ ଉଚ୍ଚାରଣ ଅନ୍ଯାନ୍ୟ ସ୍ଥଳରେ ମଧ୍ୟ ଦେଖାଯାଏ; ଯଥା—ବତ୍ସା=ବଛା, ମତ୍ସ୍ୟ=ମାଛ; ଚିକିତ୍ସା=ଚିକିଛା।]