ଜୋକ Joka

  • ଦେ. ବି (ସଂ. ଜଳୌକା) — ରକ୍ତଶୋଷକ ଜଳଚର ପଦହୀନ କୀଟବିଶେଷ — Leech
  • ଦେ. ବି (ସଂ. ଜଳୌକା) — [ଦ୍ର—ସାଧାରଣତଃ ଜୋକ ଲମ୍ବରେ 2 ଇଞ୍ଚ ପର୍ଯନ୍ତ ବଢନ୍ତି; ଏମାନଙ୍କ ମୁହଁରେ ଗୋଟିଏ ଶୋଷଣଯନ୍ତ୍ର ଅଛି। ଏମାନେ ପ୍ରାଣୀଦେହରେ ଲାଗିଗଲେ ସେହି ଯନ୍ତ୍ରଦ୍ୱାରା ଶରୀରସ୍ଥ ରକ୍ତକୁ ଶୋଷି ଗଡ଼ ପରି ଫୁଲି ଯାଆନ୍ତି। ଏମାନେ ଦେହରେ ଥରେ ଲାଗିଲେ ରକ୍ତ ଶୋଷି ସନ୍ତୁଷ୍ଟ ନ ହେବା ପର୍ଯନ୍ତ ଦେହରୁ ଛାଡନ୍ତି ନାହିଁ; କିନ୍ତୁ ଏମାନେ ଶୋଷୁଥିବା ସ୍ଥାନରେ ରୁଆଏ ଲୁଣ ଲଗାଇଦେଲେ ଏମାନେ ସେ ସେ ସ୍ଥାନରୁ ଖସିପଡ଼ନ୍ତି। ଏମାନେ ଜୋଡ଼, ଦଳୁଆ ପୋଖରୀ, ଧାନ ବିଲ ପ୍ରଭୃତିରେ ଥାଆନ୍ତି। ସେଠାରେ କୌଣସି ଲୋକ ପାଣିରେ ପଶିଲେ ତା ଦେହରେ ଲାଗି— ଯାଇ ରକ୍ତ ଶୋଷନ୍ତି। ନିର୍ବିଷ ଓ ସବିଷ ଭେଦରେ ଜୋକ 12 ପ୍ରକାର। ସାଧାରଣତଃ ସାନ ଜୋକଙ୍କୁ ଗାଈଆ ଓ ବଡ଼ ଜୋକଙ୍କୁ ମଇଁଷିଆ ଜୋକ ବୋଲାଯାଏ। ଯେବେ କୌଣସି ଲୋକ କୌଣସି ବ୍ଯକ୍ତିର ଅର୍ଥ ଶୋଷଣ କରେ ଓ ତାହାର ସର୍ବନାଶ ନ ହେବା ପର୍ଯ୍ୟନ୍ତ ତାକୁ ଛାଡ଼ି କରି ଯାଏ ନାହିଁ ସେସ୍ଥଳରେ ଲୋକେ କହନ୍ତି 'ପ୍ରଥମ ବ୍ଯକ୍ତି 2 ୟ ବ୍ଯକ୍ତିଙ୍କ ଠାରେ ଜୋକପରି ଲାଗିଛି'। ସମୁଦ୍ରରେ ଏକ ପ୍ରକାର ଜୋକ ଅଛନ୍ତି। ସେମାନେ 2 ୳ ଫୁଟ ପର୍ଯନ୍ତ ଲମ୍ବରେ ବଢ଼ନ୍ତି; ହି. ଶବ୍ଦସାଗର।] — [ଦ୍ର—ସାଧାରଣତଃ ଜୋକ ଲମ୍ବରେ2ଇଞ୍ଚ ପର୍ଯନ୍ତ ବଢନ୍ତି; ଏମାନଙ୍କ ମୁହଁରେ ଗୋଟିଏ ଶୋଷଣଯନ୍ତ୍ର ଅଛି ଏମାନେ ପ୍ରାଣୀଦେହରେ ଲାଗିଗଲେ ସେହି ଯନ୍ତ୍ରଦ୍ୱାରା ଶରୀରସ୍ଥ ରକ୍ତକୁ ଶୋଷି ଗଡ଼ ପରି ଫୁଲି ଯାଆନ୍ତି ଏମାନେ ଦେହରେ ଥରେ ଲାଗିଲେ ରକ୍ତ ଶୋଷି ସନ୍ତୁଷ୍ଟ ନ ହେବା ପର୍ଯନ୍ତ ଦେହରୁ ଛାଡନ୍ତି ନାହିଁ; କିନ୍ତୁ ଏମାନେ ଶୋଷୁଥିବା ସ୍ଥାନରେ ରୁଆଏ ଲୁଣ ଲଗାଇଦେଲେ ଏମାନେ ସେ ସେ ସ୍ଥାନରୁ ଖସିପଡ଼ନ୍ତି ଏମାନେ ଜୋଡ଼, ଦଳୁଆ ପୋଖରୀ, ଧାନ ବିଲ ପ୍ରଭୃତିରେ ଥାଆନ୍ତି ସେଠାରେ କୌଣସି ଲୋକ ପାଣିରେ ପଶିଲେ ତା ଦେହରେ ଲାଗି— ଯାଇ ରକ୍ତ ଶୋଷନ୍ତି ନିର୍ବିଷ ଓ ସବିଷ ଭେଦରେ ଜୋକ12ପ୍ରକାର ସାଧାରଣତଃ ସାନ ଜୋକଙ୍କୁ ଗାଈଆ ଓ ବଡ଼ ଜୋକଙ୍କୁ ମଇଁଷିଆ ଜୋକ ବୋଲାଯାଏ ଯେବେ କୌଣସି ଲୋକ କୌଣସି ବ୍ଯକ୍ତିର ଅର୍ଥ ଶୋଷଣ କରେ ଓ ତାହାର ସର୍ବନାଶ ନ ହେବା ପର୍ଯ୍ୟନ୍ତ ତାକୁ ଛାଡ଼ି କରି ଯାଏ ନାହିଁ ସେସ୍ଥଳରେ ଲୋକେ କହନ୍ତି 'ପ୍ରଥମ ବ୍ଯକ୍ତି2ୟ ବ୍ଯକ୍ତିଙ୍କ ଠାରେ ଜୋକପରି ଲାଗିଛି' ସମୁଦ୍ରରେ ଏକ ପ୍ରକାର ଜୋକ ଅଛନ୍ତି ସେମାନେ2୳ ଫୁଟ ପର୍ଯନ୍ତ ଲମ୍ବରେ ବଢ଼ନ୍ତି; ହି. ଶବ୍ଦସାଗର]