ଜୋଏ Joe

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଜ୍ୟୋତି) — ଅଗ୍ନି; ନିଆଁ — Fire
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଜ୍ୟୋତି) — ଆଲୋକ — Light