ଜେ Je
- ଦେ. ଅ. (ସଂ. ଜୟ) — (ଧନ୍ୟବାଦ, ଅଭିବାଦନ, ସମ୍ମାନ ପ୍ରଦର୍ଶନ, କୃତଜ୍ଞତା ଜ୍ଞାପନାର୍ଥ ବ୍ଯବହୃତ — Interjection used in thanksgiving; making obeisance, showing respect and gratitude)
- ଦେ. ଅ. (ସଂ. ଜୟ) — ଆପଣଙ୍କର (ବା ଅମୁକଙ୍କର) ଜୟ ହେଉ — Glory to Thee in the highest!
- ଦେ. ଅ. (ସଂ. ଜୟ) — ନମସ୍କାର ମହାଶୟ! — Obeisance to Thee!
- ଦେ. ଅ. (ସଂ. ଜୟ) — ଆପଣଙ୍କୁ ଧନ୍ୟବାଦ — Thanks to Thee!