ଜେରା Jerā

  • ବୈଦେ. ବି. (ଆ. ଜିରହ୍) — ବିଚାରାଳୟରେ ଉପସ୍ଥିତ ସାକ୍ଷୀକୁ ଅପର ପକ୍ଷର କୂଟପ୍ରଶ୍ନ ଦ୍ୱାରା କରାଯିବା ପରୀକ୍ଷା — Corss-examination
  • ବୈଦେ. ବି. (ଆ. ଜିରହ୍) — ଗୋଟାଏ ଗୋଟାଏ କଥା ଲୁଚାଉଥିଲା, ହେଲେ, ବୁଢ଼ୀ ଜେରାରେ ପଡ଼ିଗଲା। ଫକୀରମୋହନ, ଗଳ୍ପସ୍ୱଳ୍ପ।