ଜେନା Jenā

  • ଦେ. ବି. (ସଂ. ଜି ଧାତୁରୁ) — ରାଜପୁତ୍ର — Prince
  • ଦେ. ବି. (ସଂ. ଜି ଧାତୁରୁ) — ଏହିରୂପେ ତୁମ୍ଭର ଦୁଃଶାସନ ଜେନା—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି. (ସଂ. ଜି ଧାତୁରୁ) — କ୍ଷତ୍ରିୟମାନଙ୍କ ରକ୍ଷିତା ସ୍ତ୍ରୀର ଗର୍ଭଜାତ ସନ୍ତାନମାନଙ୍କ ଉପାଧି — The title of illegitimate sons of Kshatriyas
  • ଦେ. ବି. (ସଂ. ଜି ଧାତୁରୁ) — ଶୂଦ୍ର ଓ ଖଣ୍ଡାଏତମାନଙ୍କର ଉପାଧି — A family-title of Khaṇḍāetas and Ṡūdras
  • ଦେ. ବି. (ସଂ. ଜି ଧାତୁରୁ) — [ଦ୍ର—ମେଦିନୀପୁରରେ ଏହି ଉପାଧିଧାରୀ ଓଡ଼ିଆମାନେ ଏ ଉପାଧିକୁ 'ଜାନା' ଆକାରରେ ପରିଣତ କରିଅଛନ୍ତି।]
  • ଦେ. ବି. (ସଂ. ଜି ଧାତୁରୁ) — ପାଣମାନଙ୍କର ବଂଶୋପାଧି — Family-title of Pāṇas (an untouchable caste)