ଜେଠୀ Jeṭhī

  • ଗ୍ରା. ବି. (ସଂ. ଜ୍ଯେଷ୍ଠ) — ବଣିଆମାନଙ୍କ ବଂଶଗତ ଉପାଧି ବିଶେଷ — A family-title of goldsmiths
  • ଗ୍ରା. ବି. (ସଂ. ଜ୍ଯେଷ୍ଠ) — ସ୍ତ୍ରୀଙ୍କ ବଡ଼ ଭଉଣୀ; ଦେଢ଼ଶାଶୁ — Wife's elder sister