ଜୂଷ Jūsha

  • ସଂ. ବି. (ଜୂଷ୍ ଧାତୁ=ବଧ କରିବା+ସଂଜ୍ଞାର୍ଥ. ଅ) — କ୍ୱାଥ; ଅଣ; ଝୋଳ; ଡାଲି ଆଦିର ଅଣ — Broth; soup