ଜୂତ Jūta

  • ଦେ. ବି (ସଂ. ଦ୍ୟୁତ) — ଜୁଆଖେଳ — Gambling
  • ଦେ. ବି (ସଂ. ଦ୍ୟୁତ) — ଜୂତ ଯୁତ କଲେ ମନ କନ୍ଯା ପୁରୁଷ—ଭଞ୍ଜ. ପ୍ରେମସୁଧାନିଧି।
  • ଦେ. ବି (ସଂ. ଦ୍ୟୁତ) — ପଶାଖେଳ — Play at dice
  • ଦେ. ବି (ସଂ. ଦ୍ୟୁତ) — ଜୂତରେ ଅଜ୍ଞାନ ରାଜା ହୋଇଲେ ଜାଣ—ପ୍ରାଚୀ, ନଳଚରିତ।