ଜୂଟ Jūṭa
- ସଂ. ବି (ଜୂଟ୍ ଧାତୁ ଏକତ୍ର ହେବା+କତ୍ତୃ ଅ) — ଜଟା — Matted locks of hair grown by ascetics
- ସଂ. ବି (ଜୂଟ୍ ଧାତୁ ଏକତ୍ର ହେବା+କତ୍ତୃ ଅ) — ସମୂହ — Cluster; collection
- ସଂ. ବି (ଜୂଟ୍ ଧାତୁ ଏକତ୍ର ହେବା+କତ୍ତୃ ଅ) — (ଯଥା—ଜଟାଜୂଟ।)
- ସଂ. ବି (ଜୂଟ୍ ଧାତୁ ଏକତ୍ର ହେବା+କତ୍ତୃ ଅ) — ରାଶି; ଗଦା — Mass; heap
- ସଂ. ବି (ଜୂଟ୍ ଧାତୁ ଏକତ୍ର ହେବା+କତ୍ତୃ ଅ) — ବନ୍ଧନ — Tying up