ଜୁଡ଼ Juṟḍ̠a

  • ପ୍ରାଦେ. (ସମ୍ବଲପୁର) ବି.—(ସଂ. ଜଡ଼, ତୁଳ ଏହି ଅର୍ଥରେ ହି. ଜୁଡ଼) — ଶରଦି — Cold
  • ପ୍ରାଦେ. (ସମ୍ବଲପୁର) ବି.—(ସଂ. ଜଡ଼, ତୁଳ ଏହି ଅର୍ଥରେ ହି. ଜୁଡ଼) — (ଯଥା—ମୋତେ ଜୁଡ଼ ଧରିଛେ।)