ଜୁଡ଼ି Juṟḍ̠i
- ପ୍ରାଦେ. (ବାଲେଶ୍ୱର, ମେଦିନୀପୁର) (ସଂ. ଯୁଗ୍ମ; ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ) — ସମଧର୍ମୀ ସହଚର — Companion
- ପ୍ରାଦେ. (ବାଲେଶ୍ୱର, ମେଦିନୀପୁର) (ସଂ. ଯୁଗ୍ମ; ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ) — ଏକ ସଙ୍ଗେ ବଗିରେ ଲାଗିବା ଦୁଇଟି ଘୋଡ଼ା — A pair of horses yoked to a coach
- ପ୍ରାଦେ. (ବାଲେଶ୍ୱର, ମେଦିନୀପୁର) (ସଂ. ଯୁଗ୍ମ; ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ) — ଯୁଗ — A pair; a couple
- ପ୍ରାଦେ. (ବାଲେଶ୍ୱର, ମେଦିନୀପୁର) (ସଂ. ଯୁଗ୍ମ; ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ) — ଦୁଇଟି ଘୋଡ଼ା ଟାଣିବା ଗାଡ଼ି — A coach drawn by two horses
- ପ୍ରାଦେ. (ବାଲେଶ୍ୱର, ମେଦିନୀପୁର) (ସଂ. ଯୁଗ୍ମ; ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ) — ଯୁଗ୍ମବସ୍ତୁ ବା ଜୀବ ମଧ୍ୟରୁ ଜଣେ — One of a pair or couple of things or animals
- ବୈଦେ. ବି. (ଇଂ. ଜୁରୀ) — ଜୁରି (ଦେଖ) — Juri (See)
- ପ୍ରାଦେ. (ସମ୍ବଲପୁର) ବି. ଓ ବିଣ — ଜୁଡ଼୍ (ଦେଖ) — Juṟḍ̠ (See)
- ପ୍ରାଦେ. (ସମ୍ବଲପୁର) ବି. ଓ ବିଣ — (ତୁଳ. ଏହି ଅର୍ଥରେ ହି. ଏହି ଶବ୍ଦ) କମ୍ପଜ୍ୱର — Ague