ଜୁଲି Juli

  • ଦେ. ବି. (ସଂ. ଚୁଲ୍ଲୀ; ନୟନଜୁଲି ବା ନୟନଜୋଡ଼ି ଶବ୍ଦରେ ବ୍ଯବହୃତ) — ପାଣି ଯିବାର ସରୁ ନାଳ ବା ମାହାରା — A narrow trench or shallow channel for flow of water