ଜୁମିବା Jumibā

  • ଦେ. କ୍ରି (ଆ. ଜମା) — କୌଣସି ଘଟନାକ୍ରମେ ବହୁଲୋକ ଏକତ୍ର ହେବା — Gathering of a crowd on a certain occasion
  • ଦେ. କ୍ରି (ଆ. ଜମା) — (ଯଥା—ଯାତ୍ରା ଜୁମିଛି=ଭଲ ଯାତ୍ରା ହେବାରୁ ବହୁଲୋକେ ଆକୃଷ୍ଟ ହୋଇ ତାହା ଦେଖିବାକୁ ଏକତ୍ର ହୋଇଛନ୍ତି। ସେହିପରି ନାଟ ଜୁମିଛି ଏବଂ ଗାଆଣା ବାଜଣା ଜୁମିଛି ଇତ୍ୟାଦି ବ୍ଯବହୃତ ହୁଏ।)
  • ଦେ. କ୍ରି (ଆ. ଜମା) — (ନିଶା) ଜମକ୍ ହେବା; ଗାଢ଼ ହେବା — (intoxication) To reach its pitch