ଜୁତ୍ Jut
- ଦେ. ବି. (ସଂ. ଯୁତି=ମିଶ୍ରଣ; ସଂ. ଯୁକ୍ତି) — ଉତ୍କୃଷ୍ଟ ଧାତୁ ସହିତ ନିକୃଷ୍ଟ ଧାତୁର ମିଶ୍ରଣ — Alloy
- ଦେ. ବି. (ସଂ. ଯୁତି=ମିଶ୍ରଣ; ସଂ. ଯୁକ୍ତି) — (ସଂ. ଦ୍ୟୁତି) ସ୍ୱାସ୍ଥ୍ୟ — Health
- ଦେ. ବି. (ସଂ. ଯୁତି=ମିଶ୍ରଣ; ସଂ. ଯୁକ୍ତି) — ଶରୀରର ସୌନ୍ଦର୍ଯ୍ୟ — Beauty; elegance
- ଦେ. ବି. (ସଂ. ଯୁତି=ମିଶ୍ରଣ; ସଂ. ଯୁକ୍ତି) — ଶୋଭା; ଘଟଣ — Symmetry; grace
- ଦେ. ବି. (ସଂ. ଯୁତି=ମିଶ୍ରଣ; ସଂ. ଯୁକ୍ତି) — (ସଂ. ଜ୍ୟୋତିଃ) ତେଜ — Brightness
- ଦେ. ବି. (ସଂ. ଯୁତି=ମିଶ୍ରଣ; ସଂ. ଯୁକ୍ତି) — ସୁବିଧା — Convenience
- ବିଣ. (ସଂ. ଦ୍ୟୁତି) — ସୁନ୍ଦର; ଦିବ୍ୟ — Beautiful; worthy of appreciation