ଜୁଟକ Juṭaka
- ସଂ. ବି. ପୁଂ. (ଜୁଟ୍ ଧାତୁ=ଏକତ୍ର ହେବା+କର୍ତ୍ତୃ. ଅକ) — ମସ୍ତକର କେଶର ଶିଖା; ଚୁଟି — A tuft of hair on the head
- ସଂ. ବି. ପୁଂ. (ଜୁଟ୍ ଧାତୁ=ଏକତ୍ର ହେବା+କର୍ତ୍ତୃ. ଅକ) — ଗୋଛା — Cluster
- ସଂ. ବି. ପୁଂ. (ଜୁଟ୍ ଧାତୁ=ଏକତ୍ର ହେବା+କର୍ତ୍ତୃ. ଅକ) — ଏକପ୍ରକାର କର୍ପୂର — A kind of camphor
- ଦେ. ବିଣ — ଯେ ଜାର ପୁରୁଷ ନିକଟରେ ଉପପତ୍ନୀ ଆଣି ପହଞ୍ଚାଏ; ଭାଡ଼ୁଆ — A pander; procurer; a bawd; a go-between