ଜୁଜ୍ Juj

  • ବୈଦେ. ବି. (ଫା. ଜୁଜ୍) (ଛାପାଖାନାରେ ବ୍ଯବହୃତ ଶବ୍ଦ) — ଫରମା; 4,8,12 ବା 16 ପୃଷ୍ଠାରେ ଭଙ୍ଗା ହୋଇ ଥିବା କାଗଜର ଫର୍ଦ — ଫରମା;4,8,12ବା16ପୃଷ୍ଠାରେ ଭଙ୍ଗା ହୋଇ ଥିବା କାଗଜର ଫର୍ଦ—(a term used by printers) Form; one sheet of paper folded into 4,8,12 or 16 pages