ଜୁଇ Ju-i

  • ଦେ. ବି. (ସଂ. ଯୂଥି; ଯୂଥିକ) — ଯୂଇ (ଦେଖ) — J̄ūi (See)
  • ଦେ. ବି. (ସଂ. ଯୂଥି; ଯୂଥିକ) — (ସଂ. ଜ୍ଯୋତି) ନିଆଁ — Fire
  • ଦେ. ବି. (ସଂ. ଯୂଥି; ଯୂଥିକ) — ଶବଦାହ ନିମନ୍ତେ ପ୍ରସ୍ତୁତ ଅଗ୍ନି; ଚିତାଗ୍ନି — Fire for burning a dead body; cremation-fire
  • ଦେ. ବି. (ସଂ. ଯୂଥି; ଯୂଥିକ) — ଯେଉଁ ଗର୍ତ୍ତରେ ଶବଦାହ ନିମିତ୍ତ ଚିତା ପ୍ରସ୍ତୁତ ହୁଏ — The pit over which funeral pile is set up
  • ଦେ. ବି. (ସଂ. ଯୂଥି; ଯୂଥିକ) — ଏକ ପ୍ରକାର ଛୋଟ ପକ୍ଷୀ — A kind of small bird
  • ଦେ. ବି. (ସଂ. ଯୂଥି; ଯୂଥିକ) — (ସଂ. ଜୀବକ) ଛୋଟ ଔଷଧବୃକ୍ଷବିଶେଷ — A medicinal plant