ଜୁଆ Juā

  • ଦେ. ବି — ଆମ୍ବ ଆଦି କଞ୍ଚା ଫଳକୁ ଲୁଣ, ମସଲା ଓ ତେଲ ଆଦି ଦେଇ ଆଚାର କରିବା — Seasoning of mango and other raw fruits with salt, spices and oil; pickling
  • ଦେ. ବି — (ସଂ. ଦ୍ୟୁତ; ପ୍ରା. ଜୁତ) ଜୁଅ (ଦେଖ) — Jua (See)
  • ଦେ. ବିଣ — ଲୁଣ, ମସଲା ଓ ତେଲ ଆଦିଦ୍ୱାରା ପାଗ କରାଯାଇ ଥିବା (ଆମ୍ବ ଆଦି) — Seasoned or prepared (pickle). pickled (fruit)
  • ପ୍ରାଦେ — (ସମ୍ବଲପୁର; ସିଂହଭୂମ) ବି. (ସଂ. ଯୁଗ) (ତୁଳ. ଏହି ଅର୍ଥରେ ହି. ଜୁଆ) ଶଗଡ଼ ବା ହଳର ଯୁଆଳି — Yoke
  • ପ୍ରାଦେ — (ଯାଜପୁର) ବି—ଦୁଧକୁ ବସାଦହି କରିବା ପାଇଁ ହେଲେ ତହିଁରେ ମିଶା ଯିବା ଖଟା ବସ୍ତୁ; ମହି — Sour thing added to milk to turn into curd