ଜୁଆରୀ Juārī

  • ଦେ. ବି. (ସଂ. ଦ୍ୟୁତରତ) — ଜୁଆଖେଳାଳୀ; ଦ୍ୟୁତକାର — Gambler; gamester
  • ଦେ. ବି. (ସଂ. ଦ୍ୟୁତରତ) — ପୁଂଶ୍ଚଳୀ ନାରୀ ନଗର ରକ୍ଷକ ଜନ, ପରିବେତ୍ତି ଭଟ ଯେ ଜୁଆରୀର ଥନ୍ନ। କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ଦେ. ବିଣ. — ଦ୍ୟୁତକ୍ରୀଡ଼ାରତ — Addicted to gambling
  • ଦେ. ବିଣ. — ଯେଉଁ ନଦୀ ଭିତରକୁ ଜୁଆର ପାଣି ମାଡ଼େ — Tidal; (river) visited by flowtide