ଜୁଆଇଁ Juāiñ
- ଦେ. ବି. (ସଂ. ଜାମାତୃ) — (କୌଣସି ବ୍ଯକ୍ତିର) କନ୍ୟାର ସ୍ୱାମୀ — Husband of (one's) daughter; son-in-law
- ଦେ. ବି. (ସଂ. ଜାମାତୃ) — ଦୁର୍ଯ୍ଯେଧନ ବୋଇଲେ ତୁମ ଜୁଆଇଁ କି— କୃଷ୍ଣସିଂହ, ମହାଭାରତ, ସଭା।
- ଦେ. ବି. (ସଂ. ଜାମାତୃ) — ନବ ବିବାହିତ ବର — Bridegroom
- ଦେ. ବି. (ସଂ. ଜାମାତୃ) — (ଲକ୍ଷଣାର୍ଥ) ଜାମାତା ଶଶୁର ଘରେ ପାଇବା ଆଦର ପରି ଆଦର ପାଉଥିବା ବ୍ଯକ୍ତି — (figurative) A person who gets a son-in-law's treatment and hospitality at some place