ଜୀବଧବ Jībadhaba

  • ସଂ. ବି. ( 6 ଷ୍ଠୀ ତତ୍; ଜୀବ+ଧବ) — ସ୍ୱାମୀ — Husband
  • ସଂ. ବି. ( 6 ଷ୍ଠୀ ତତ୍; ଜୀବ+ଧବ) — ଜନ୍ତୁରାଣ; ଯମ — The God of death
  • ସଂ. ବି. ( 6 ଷ୍ଠୀ ତତ୍; ଜୀବ+ଧବ) — କେ ପୁଣି ବେଗେ ଯିବ ଜୀବଧବେ ( 1 ) କହିବ ଜୀବଧବ ( 2 ) ନେଉଛି ଜୀବ। ଭଞ୍ଜ, ଲାବଣ୍ୟବତୀ। — କେ ପୁଣି ବେଗେ ଯିବ ଜୀବଧବେ (1) କହିବ ଜୀବଧବ (2) ନେଉଛି ଜୀବ ଭଞ୍ଜ, ଲାବଣ୍ୟବତୀ