ଜୀବଦ Jībada
- ସଂ. ବିଣ. ପୁଂ. (ଜୀବ+ଦା ଧାତୁ+କର୍ତ୍ତୃ. ଅ) — ଯେ ପ୍ରାଣ ଦାନ କରେ ଜୀବ ବଞ୍ଚାଏ; ଜୀବ— ଦାତା; ପ୍ରାଣଦାତା — One who breathes life into another; one who saves another; life-giver; preserver of life; vivifier
- ସଂ. ବି — ବୈଦ୍ୟ; ଚିକିତ୍ସିତ — A physician
- ସଂ. ବି — ଜୀବକ ନାମକ ଗୁଳ୍ମ (ହି. ଶବ୍ଦସାଗର) — A rare medicinal plant
- ସଂ. ବି — ଜୀବନ୍ତୀ (ହି. ଶବ୍ଦସାଗର) (ଦେଖ) — Jībantī (See)
- ସଂ. ବି — (ଜୀବ+ଦୋ ଧାତୁ ଛେଦନ କରିବା+କର୍ତ୍ତୃ. ଅ)— ଶତ୍ରୁ — Enemy