ଜୀବଥ Jībatha
- ସଂ. ବିଣ. ପୁଂ. (ଜୀବ ଧାତୁ+କର୍ତ୍ତୃ. ଅଥ) — ବହୁକାଳଜୀବୀ; ଦୀର୍ଘଜୀବୀ — Long-lived
- ସଂ. ବିଣ. ପୁଂ. (ଜୀବ ଧାତୁ+କର୍ତ୍ତୃ. ଅଥ) — ଧାର୍ମିକ — Pious; virtuous
- ସଂ. ବି — ଜୀବନ — Life
- ସଂ. ବି — କଚ୍ଛପ — Tortoise
- ସଂ. ବି — ମୟୂର — Peacock
- ସଂ. ବି — ମେଘ — Cloud
- ସଂ. ବି — ଧର୍ମ; ପୁଣ୍ଯ — Piety