ଜୀବତ୍ Jībat

  • ସଂ. ବିଣ. (ଜୀବ୍ ଧାତୁ+କର୍ତ୍ତୃ. ଅତ୍) — ବଞ୍ଚିଥିବା; ଜୀଅନ୍ତା — Living; alive
  • ସଂ. ବିଣ. (ଜୀବ୍ ଧାତୁ+କର୍ତ୍ତୃ. ଅତ୍) — [ଦ୍ର—ଏହାର ସ୍ୱତନ୍ତ୍ର ବ୍ଯବହାର ନାହିଁ ଏହା ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ହୁଏ। ଯଥା—ଜୀବତ୍ପିତୃକ, ଜୀବନ୍ମାତୃକ, ଜୀବତ୍— ସ୍ୱାମିକା।]