ଜୀତକାମୀ Jītakāmī

  • ଦେ. ବିଣ. (ସଂ. ଜିତଗାମୀ) — ଜୟାଭିଳାଷୀ — Desirous of gaining victory
  • ଦେ. ବିଣ. (ସଂ. ଜିତଗାମୀ) — ପାଣ୍ଡବେ ଆଗୁଁ ଜୀତଗାମୀ ହୋଇଥିଲେ ଶଲ୍ୟଙ୍କର ଦେହକୁ ନାରାଜ ବିନ୍ଧିଲେ। କୃଷ୍ଣସିଂହ, ମହାଭାରତ, ଶଲ୍ୟ।