ଜିହ୍ମ Jihma

  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ଢାଲୁ — Sloping
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ବଙ୍କା; ବକ୍ର — Tortuous; curved; awry
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — କୁଟିଳ — Crooked; oblique
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ଖଳ — Wicked; morally crooked
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — କପଟୀ; ଛଳପୂର୍ଣ୍ଣ — Deceitful
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ଜଡ଼ — Lazy; slothful; inert
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ମିଥ୍ୟାବାଦୀ — False; lying
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — କୁଣ୍ଠିତ — Miserly
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ଅପ୍ରସନ୍ନ — Dissatisfied; discontented
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ଅଧାର୍ମିକ — Irreligious
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ଦୀନ — Poorly
  • ସଂ. ବିଣ (ହା ଧାତୁ=ଗତିକରିବା; ତ୍ୟାଗକରିବା+କର୍ତ୍ତୃ. ମ; ନିପାତନ; ଯାହା ଋଜୁତା ବା ସରଳତା ତ୍ୟାଗ କରିଅଛି) — ମନ୍ଦଗତିବିଶିଷ୍ଟ — Slowly moving