ଜିଷ୍ଣୁ Jishṇu

  • ସଂ. ବିଣ. (ଜି ଧାତୁ+ଶୀଳାର୍ଥରେ କର୍ତ୍ତୃ. ଷ୍ଣୁ) — ଜୟଶୀଳ; ବିଜୟୀ — Victorious; triumphant
  • ସଂ. ବି. (ଯେ ସମସ୍ତଙ୍କୁ ଜୟ କରିଅଛନ୍ତି) — ବିଷ୍ଣୁ — Visnu
  • ସଂ. ବି. (ଯେ ସମସ୍ତଙ୍କୁ ଜୟ କରିଅଛନ୍ତି) — ଶ୍ରୀକୃଷ୍ଣ — Srīkṛushṇa
  • ସଂ. ବି. (ଯେ ସମସ୍ତଙ୍କୁ ଜୟ କରିଅଛନ୍ତି) — ଇନ୍ଦ୍ର — God Indra
  • ସଂ. ବି. (ଯେ ସମସ୍ତଙ୍କୁ ଜୟ କରିଅଛନ୍ତି) — ସୂର୍ଯ୍ୟ — 5. The sun
  • ସଂ. ବି. (ଯେ ସମସ୍ତଙ୍କୁ ଜୟ କରିଅଛନ୍ତି) — ଅର୍ଜୁନ — Arjuna; one of the Pāṇḍab-brothers
  • ସଂ. ବି. (ଯେ ସମସ୍ତଙ୍କୁ ଜୟ କରିଅଛନ୍ତି) — ବସୁ (ଦେବତା) — The Basu class of Deities
  • ସଂ. ବି. (ଯେ ସମସ୍ତଙ୍କୁ ଜୟ କରିଅଛନ୍ତି) — ବସ୍ତୁ (ହି. ଶବ୍ଦସାଗର) — Thing; article