ଜିଲା Jilā
- ବୈଦେ. ବି. (ଆ. ଜିଲ୍ଲା, ତୁଳ. ସଂ. ଔଜ୍ଜ୍ୱଲ୍ୟ) — ଆଭା; ଜ୍ୟାତିଷ; ଔଜ୍ଜ୍ୱଲ୍ୟ — Brightness; blaze
- ବୈଦେ. ବି. (ଆ. ଜିଲ୍ଲା, ତୁଳ. ସଂ. ଔଜ୍ଜ୍ୱଲ୍ୟ) — ସ୍ନିଗ୍ଧତା; ଚିକ୍କଣତା — Smoothness
- ବୈଦେ. ବି. (ଆ. ଜିଲ୍ଲା, ତୁଳ. ସଂ. ଔଜ୍ଜ୍ୱଲ୍ୟ) — (ଆ. ଜିଲା) ପ୍ରଦେଶର ଶାସନବିଭାଗ — An administrative district
- ବୈଦେ. ବି. (ଆ. ଜିଲ୍ଲା, ତୁଳ. ସଂ. ଔଜ୍ଜ୍ୱଲ୍ୟ) — [ଦ୍ର—ଇଂରେଜ ଶାସିତ ଭାରତ ବର୍ଷ ଭିନ୍ନଭିନ୍ନ ପ୍ରଦେଶ (Province)ରେ ବିଭକ୍ତ। ପ୍ରତ୍ୟେକ ପ୍ରଦେଶ ଭିନ୍ନ ଭିନ୍ନ ବିଭାଗ (Division) ଓ ପ୍ରତ୍ୟେକ ବିଭାଗ କେତେକ ଜିଲା (district)ର ସମଷ୍ଟି। ପ୍ରତି ଜିଲା ଜଣେ ଜଣେ ଶାସକଙ୍କର ଅଧୀନ। ପ୍ରତ୍ୟେକ ଜିଲା ଦୁଇ ବା ତତୋଽଧିକ ଉପଜିଲା ବା ମହକୁମା (Sub-division) ଓ ପ୍ରତ୍ୟେକ ମହକୁମା କେତେଗୁଡ଼ିଏ ଥାନାର ସମଷ୍ଟି।
- ବୈଦେ. ବି. (ଆ. ଜିଲ୍ଲା, ତୁଳ. ସଂ. ଔଜ୍ଜ୍ୱଲ୍ୟ) — ଜିଲାର ସାଙ୍କତିକ ଚିହ୍ନ 'ଜି'।]
- ପ୍ରାଦେ. (ପୁରୀ ଜିଲ୍ଲାର ଖୋରଧା ଓ ଗଡ଼ଜାତ) ବି. — କିଲ୍ଲାର ରାଜକୀୟ ବିଭାଗବିଶେଷ — Subdivison of a Killā
- ପ୍ରାଦେ. (ପୁରୀ ଜିଲ୍ଲାର ଖୋରଧା ଓ ଗଡ଼ଜାତ) ବି. — [ଯଥା—ଖୋରଧା କିଲ୍ଲାର ବାଣପୁର, କୁହୁଡ଼ି, ରାମେଶ୍ୱର, ବଳ— ଭଦ୍ରପୁର, ତାପଙ୍ଗ, ମାଣିକଗୋଡ଼ା, କୁଶପଲା, ପାଞ୍ଚଗଡ଼ ଓ ଦାଣ୍ଡିମାଳ, ଏବଂ ନୟାଗଡ଼ କିଲ୍ଲାର କାନ୍ଥମାଳ ଗୋଟିଏ ଗୋଟିଏ ଜିଲ୍ଲା।]
- ବୈଦେ. ବିଣ. (ଆ. ଜିଲା=ଦୀପ୍ତି) — ଚିକ୍କଣ — Smooth
- ବୈଦେ. ବିଣ. (ଆ. ଜିଲା=ଦୀପ୍ତି) — ପାଲିସ୍ କରା ଯାଇଥିବା — Polished
- ବୈଦେ. ବିଣ. (ଆ. ଜିଲା=ଦୀପ୍ତି) — ଚକଚକିଆ — Shining; brilliant