ଜିମା Jimā

  • ବୈଦେ. ବି. (ଆ. ଜିମ୍ମା= ଦାୟିତ୍ୱପୂର୍ଣ୍ଣ ପ୍ରତିଜ୍ଞା) — ନ୍ୟାସ; ସଂରକ୍ଷା — Custody; charge; care; trust
  • ବୈଦେ. ବି. (ଆ. ଜିମ୍ମା= ଦାୟିତ୍ୱପୂର୍ଣ୍ଣ ପ୍ରତିଜ୍ଞା) — ଆୟତ୍ତ; ଅଧିକାର — Control
  • ବୈଦେ. ବି. (ଆ. ଜିମ୍ମା= ଦାୟିତ୍ୱପୂର୍ଣ୍ଣ ପ୍ରତିଜ୍ଞା) — ଦାୟିତ୍ୱ; ଜବାବ୍ଦେହୀ — Responsibility
  • ବୈଦେ. ବି. (ଆ. ଜିମ୍ମା= ଦାୟିତ୍ୱପୂର୍ଣ୍ଣ ପ୍ରତିଜ୍ଞା) — କାର୍ଯ୍ୟର ଭାର — Charge of some matter
  • ଅ — ମାରଫତେ — Through; per (as in 'per bearer')