ଜିଦ୍ Jid

  • ବୈଦେ. ବି. (ଆ) — ଝୋକ୍; ଜିଗର୍ — Zid; obstinacy
  • ବୈଦେ. ବି. (ଆ) — ନିର୍ବନ୍ଧ; ହଟ — Importunity; pertinacity
  • ବୈଦେ. ବି. (ଆ) — ଆଗ୍ରହାତିଶଯ୍ଯ — Insistence
  • ବୈଦେ. ବି. (ଆ) — ଖେଳରେ ରଖାଯିବା ବାଜି; ଜିଦି — Wager in a game of hazards
  • ବୈଦେ. ବି. (ଆ) — [ଦ୍ର—ଏ ଶବ୍ଦ ଇଂରାଜିଭାଷାରେ ମଧ୍ୟ ଚଳିଲାଣି।]