ଜିଗର Jigara
- ବୈଦେ. ବି — ଫା. ଜିଗର୍=କଲିଜା; ମନ)— ନିର୍ବନ୍ଧାତିଶଯ୍ଯ — Importunity
- ବୈଦେ. ବି — ବାରମ୍ବାର ଅନୁରୋଧ — Repeated request or insistence
- ବୈଦେ. ବି — ଯିଦି; ଜିଦି — Zid
- ବୈଦେ. ବି — ନିକାଶି ତମସୁକଟା ସକାଶେ ଏତେ ଜିଗର କାହିଁକି। ଭିକାରୀଚରଣ, ସଂସାରଚିତ୍ର।
- ବୈଦେ. ବି — ବିଶେଷଭାବରେ ଉଲ୍ଲେଖ — Specific mention; mentioning a thing by giving stress on it
- ବୈଦେ. ବି — ଜିକର୍ (ଦେଖ) — Jikar (See)