ଜିକର୍ Jikar

  • ବୈଦେ. ବି. (ଫା. ଜିକ୍ର୍=ଚର୍ଚ୍ଚା) — ସୂଚନା — Indication
  • ବୈଦେ. ବି. (ଫା. ଜିକ୍ର୍=ଚର୍ଚ୍ଚା) — ପ୍ରସଙ୍ଗ — Reference
  • ବୈଦେ. ବି. (ଫା. ଜିକ୍ର୍=ଚର୍ଚ୍ଚା) — (ଯଥା—ଆର ପୃଷ୍ଠାର ଆରମ୍ଭରେ ଏ ପୃଷ୍ଠାର ଜିକର ଲେଖାଯିବ।)
  • ପ୍ରାଦେ. (ସମ୍ବଲପୁର) ବି — ଜିଗର (ଦେଖ) — Jigara (See)