ଜିଆଦା Jiādā
- ବୈଦେ. ବି (ଫା. ଜ୍ୟାଦତୀ=ଅଧିକ୍ୟ; ଅଧିକ; ବହୁତ) — ଆଧିକ୍ୟ; ଅଧିକତା — Excess
- ବୈଦେ. ବି (ଫା. ଜ୍ୟାଦତୀ=ଅଧିକ୍ୟ; ଅଧିକ; ବହୁତ) — ବଳି ପଡ଼ିବା ଅଂଶ ବା ପଦାର୍ଥ — Surplus
- ବିଣ. (ଫ. ଜ୍ୟାଦା=ଅଧିକ; ବହୁତ) — ପ୍ରଚୁର — More than enough
- ବିଣ. (ଫ. ଜ୍ୟାଦା=ଅଧିକ; ବହୁତ) — ଉଦ୍ବୃତ୍ତ; ଅଧିକା — Excessive
- ବିଣ. (ଫ. ଜ୍ୟାଦା=ଅଧିକ; ବହୁତ) — ଅଧିକ; ବହୁତ; — Much; many; great