ଜିଅଳ Jiaḻa

  • ଦେ. ବି. (ସଂ. ଜଙ୍ଗିନୀ; ଜିଙ୍ଗନୀ) — କାଶିମୁଳା ଗଛ — A kind of tree exuding gum; Odina Wodier
  • ଦେ. ବି. (ସଂ. ଜଙ୍ଗିନୀ; ଜିଙ୍ଗନୀ) — [ଦ୍ର—ଏ ଗଛ ପାହାଡ଼ ଓ ହିମାଳୟ ତରାଇର ଜଙ୍ଗଲରେ ହୁଏ। ଏ ଗଛ ଆମ୍ରାଦି ବର୍ଗର। ଏହାର ପତ୍ର ମହୁଲଗଛର ପତ୍ରପରି ଓ ଡାଳର 2 ପାଖରେ ଜୋଡ଼ା ଜୋଡ଼ା ପତ୍ର ଧରେ ପ୍ରତିବର୍ଷ ଏ ଗଛ ପତ୍ରଝଡ଼ାଦିଏ; ଏହାର ଫୁଲ ଧଳା ଓ ଫଳ ବରକୋଳି ପରି। ବୈଦ୍ଯକ— ମତରେ ଏହା କଷା, ସ୍ୱାଦିଷ୍ଟ ଓ ଗରମ ଅଟେ, ଏହା ବ୍ରଣ, ଅତିସାର, ବାତ ଓ ହୃତରୋଗରେ ଉପକାରୀ ଓ ମୁଖର ଦୁର୍ଗନ୍ଧ ଦୂର କରେ। ଏ ଗଛରୁ ଅଜସ୍ର ଅଠା ବୁହେ।] — [ଦ୍ର—ଏ ଗଛ ପାହାଡ଼ ଓ ହିମାଳୟ ତରାଇର ଜଙ୍ଗଲରେ ହୁଏ ଏ ଗଛ ଆମ୍ରାଦି ବର୍ଗର ଏହାର ପତ୍ର ମହୁଲଗଛର ପତ୍ରପରି ଓ ଡାଳର2ପାଖରେ ଜୋଡ଼ା ଜୋଡ଼ା ପତ୍ର ଧରେ ପ୍ରତିବର୍ଷ ଏ ଗଛ ପତ୍ରଝଡ଼ାଦିଏ; ଏହାର ଫୁଲ ଧଳା ଓ ଫଳ ବରକୋଳି ପରି ବୈଦ୍ଯକ— ମତରେ ଏହା କଷା, ସ୍ୱାଦିଷ୍ଟ ଓ ଗରମ ଅଟେ, ଏହା ବ୍ରଣ, ଅତିସାର, ବାତ ଓ ହୃତରୋଗରେ ଉପକାରୀ ଓ ମୁଖର ଦୁର୍ଗନ୍ଧ ଦୂର କରେ ଏ ଗଛରୁ ଅଜସ୍ର ଅଠା ବୁହେ]
  • ଦେ. ବି. (ସଂ. ଜଙ୍ଗିନୀ; ଜିଙ୍ଗନୀ) — ମାଗୁରଆଦି ମାଛ — Fish of the Māgura species
  • ଦେ. ବି. (ସଂ. ଜଙ୍ଗିନୀ; ଜିଙ୍ଗନୀ) — ଲଙ୍ଗଳ ମୁଣ୍ଡାର ମଝି ଘରା ଉପରେ ମରାଯାଇଥିବା ଜୋକିଆ ବା କୁହୁଣ୍ଡା (ଯାହା ତଳେ ଲଙ୍ଗଳଲୁହା ପଶେ) — Iron staple through which the ploughshare is thrust into the plough
  • ଦେ. ବି. (ସଂ. ଜଙ୍ଗିନୀ; ଜିଙ୍ଗନୀ) — ପ୍ରାଦେ. (ଯାଜପୁର) ବି—ବନିସିକଣ୍ଟାରେ ଗୁନ୍ଥାହେବା
  • ଦେ. ବି. (ସଂ. ଜଙ୍ଗିନୀ; ଜିଙ୍ଗନୀ) — ଜୀଅନ୍ତା ମାଛ ଆଦି — 4. Living bait stuck to the angler's hook