ଜାୟ୍ Jāy
- ବୈଦେ. ବି. (ଫା. ଜାୟ୍=ସ୍ଥାନ; ଆ. ଜାୟଜ୍=ଉଚିତ; ୱାଜିବ୍) — ବିବରଣ; ହିସାବ — Account
- ବୈଦେ. ବି. (ଫା. ଜାୟ୍=ସ୍ଥାନ; ଆ. ଜାୟଜ୍=ଉଚିତ; ୱାଜିବ୍) — ହିସାବର ବିବରଣ ବା ତାଲିକା; ତପସିଲ — List
- ବୈଦେ. ବି. (ଫା. ଜାୟ୍=ସ୍ଥାନ; ଆ. ଜାୟଜ୍=ଉଚିତ; ୱାଜିବ୍) — ହିସାବ କରାଯିବା କୌଣସି ବିଷୟରେ ସ୍ମାରକ ଚିହ୍ନ; — Tick mark
- ବୈଦେ. ବି. (ଫା. ଜାୟ୍=ସ୍ଥାନ; ଆ. ଜାୟଜ୍=ଉଚିତ; ୱାଜିବ୍) — ଲିଖିତ ବିସୃତ ବିବରଣ — Detailed account
- ବିଣ. (ଆ. ଜାୟଜ୍=ଉଚିତ) — ଉତ୍ତମ — Good
- ବିଣ. (ଆ. ଜାୟଜ୍=ଉଚିତ) — ନ୍ଯାୟାନୁଗତ — Legal; lawful
- ବିଣ. (ଆ. ଜାୟଜ୍=ଉଚିତ) — ଉଚିତ — Proper