ଜାହକ Jāhaka

  • ସଂ. ବି. (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅକ; ନିପାତନ) — ଓଧ — Polecat; otter
  • ସଂ. ବି. (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅକ; ନିପାତନ) — ଜୋକ — Leech
  • ସଂ. ବି. (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅକ; ନିପାତନ) — ଖଟ — A bedstead
  • ସଂ. ବି. (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅକ; ନିପାତନ) — ଶଯ୍ୟା; ବିଛଣା — Bed; bedding
  • ସଂ. ବି. (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅକ; ନିପାତନ) — ବିରାଡ଼ି (ପ୍ରକୃତିବାଦ) — Cat
  • ସଂ. ବି. (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅକ; ନିପାତନ) — ବିଳେଶୟ ଜୀବ (ପ୍ରକୃତିବାଦ) — An animal which lives by burrowing den
  • ସଂ. ବି. (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅକ; ନିପାତନ) — ଏଣ୍ଡୁଅ (ହି. ଶବ୍ଦସାଗର) — Chemeleon; lizard
  • ସଂ. ବି. (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅକ; ନିପାତନ) — ଗେଣ୍ଡା (ହି. ଶବ୍ଦସାଗର) — Snail