ଜାଳ Jāḻa

  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଜୀବଜନ୍ତୁ (ଯଥା—ମାଛ, ପକ୍ଷୀ ଆଦି) ଧରିବା ନିମନ୍ତେ ପ୍ରସ୍ତୁତ ତନ୍ତୁ, ସୂତ୍ର ବା ଲୌହର ତାର ନିର୍ମିତ ଯନ୍ତ୍ରବିଶେଷ; ଫାନ୍ଦ; ଜାଲ — Net; snare
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଆଖିର ତାରା ଉପରେ ପରଳ ମାଡ଼ିବା ରୋଗ — A disease of the eye in which the pupils are overspread with a net-like overgrowth
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଲତାତନ୍ତୁ; ବୁଢ଼ୀଆଣୀ ସୂତାର ଗୋଲାକାର ଫାନ୍ଦ — Spider's web
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ରଥାଦିର ଆବରଣ ବା ଜାଲି ପଡ଼ିଥିବା ଘଟାଟପ — Netted covering or hood for cars etc
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଗବାକ୍ଷ ବା କ୍ଷୁଦ୍ର ଜଳାଥିବା ଝରକା — Latticed window
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — କଳିକା; କୋରକ; କଢ଼ି — Bud; blossom
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ସରୁ ଜାଲିକାମ — Lattice work
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ସମୁଦ୍ର — Multitude; collection; assemblege
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଭୋଜବାଜି; ଇନ୍ଦ୍ରଜାଲ; ଭେଲ୍କି — Magic; jugglery
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ମିଥ୍ୟା; ପ୍ରବଞ୍ଚନା; ପ୍ରତାରଣା; ଛଳ; କପଟ — Deception; falsehood
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଦମ୍ଭ; ଗର୍ବ — Pride; arrogance
  • ସଂ. ବି. (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଅନ୍ୟକୁ ବିପଦରେ ପକାଇବା ପାଇଁ କରାଯିବା କପଟ ଉପାୟ ବା କୌଶଳ — Stratagem or artifice to involve a person in trouble