ଜାର Jāra

  • ସଂ. ବି. ପୁଂ (ଜୃ ଧାତୁ=ଜୀର୍ଣ୍ଣ କରିବା+କର୍ତ୍ତୃ. ଅ; ଯେ ଦାମ୍ପତ୍ୟ ପ୍ରଣୟକୁ କୀଟ ପରି ଜୀର୍ଣ୍ଣ କରେ) — ପରପୁରୁଷ; ଉପପତି; ଗୁପ୍ତ ପତି; ବ୍ୟଭିଚାରୀ ବ୍ଯକ୍ତି — An illicit lover; a gallant; a secret lover of a married woman; a paramour; adulterer