ଜାରକ Jāraka

  • ସଂ. ବିଣ. (ଜୃ ଧାତୁ+କର୍ତ୍ତୃ. ଅକ) — ଯାହା ଜୀର୍ଣ୍ଣ କରେ; ଜୀର୍ଣ୍ଣକାରକ; ପରିପାଚକ; ହଜମୀ — Promoting digestion; digestive
  • ସଂ. ବି. — ଜୀର୍ଣ୍ଣକାରକ ଔଷଧ; ହଜମୀ ଗୁଳା — Digestive preparation