ଜାମ Jāma

  • ପ୍ରାଦେ. — (ଘୁମୁସର ଅଞ୍ଚଳ) ବି.—ପିଜୁଳି ଗଛ ଓ ଫଳ — Guava
  • ପ୍ରାଦେ. — (ଗଞ୍ଜାମ ଓ ସିଂହଭୂମ ତୁଳ. ବଂ. ଜାମ; ହି. ଜାମୁନ୍)
  • ବି. — ଜାମୁ (ଦେଖ) — 2. Jāmu (See)