ଜାପନ Jāpana

  • ସଂ. ବି. (ଜପ୍ ଧାତୁ ଣିଚ=ଜାପି ଧାତୁ+ଭାବ. ଅନ) — ମନା କରିବା; ନାମଞ୍ଜୁର କରିବା — Rejection; declining
  • ସଂ. ବି. (ଜପ୍ ଧାତୁ ଣିଚ=ଜାପି ଧାତୁ+ଭାବ. ଅନ) — ପ୍ରତ୍ୟାଖ୍ୟାନ — Disavowal
  • ସଂ. ବି. (ଜପ୍ ଧାତୁ ଣିଚ=ଜାପି ଧାତୁ+ଭାବ. ଅନ) — ନିବର୍ତ୍ତନ — Turning back; cessation
  • ସଂ. ବି. (ଜପ୍ ଧାତୁ ଣିଚ=ଜାପି ଧାତୁ+ଭାବ. ଅନ) — ନିଷ୍ପାଦନ — Finishing; accomplishment; completion