ଜାନ୍ Jān
- ବୈଦେ. ବି. (ଫା; ତୁଳ. ସଂ. ଜୀବନ) — ଜୀବନ — Life
- ବୈଦେ. ବି. (ଫା; ତୁଳ. ସଂ. ଜୀବନ) — ପ୍ରାଣବାୟୁ; ଦମ୍ — Breath of life
- ବୈଦେ. ବି. (ଫା; ତୁଳ. ସଂ. ଜୀବନ) — ଆତ୍ମା — Soul
- ବୈଦେ. ବି. (ଫା; ତୁଳ. ସଂ. ଜୀବନ) — କୌଣସି ରାଗର ପ୍ରଧାନ ସ୍ୱର — The chief tune of a musical air
- ପ୍ରାଦେ. (ସମ୍ବଲପୁର) ବି — ଦହି କରିବା ପାଇଁ ଦୁଧରେ ପକାଇବା ମହି — The small quantity of curd put into milk in order to turn it into curd